ଆଜି ନିର୍ଣ୍ଣାୟକ ମ୍ୟାଚ ସିରିଜ଼ ଜିତିବା ଲକ୍ଷରେ ଭାରତ, ଦେଖନ୍ତୁ ଦୁଇ ଦଳର ଖେଳାଳି ତାଲିକା..

  1. Home
  2. ODI Cricket

ଆଜି ନିର୍ଣ୍ଣାୟକ ମ୍ୟାଚ ସିରିଜ଼ ଜିତିବା ଲକ୍ଷରେ ଭାରତ, ଦେଖନ୍ତୁ ଦୁଇ ଦଳର ଖେଳାଳି ତାଲିକା..

ସିରିଜ ୧-୧ ସମାନସ୍ତରରେ ଥିବା ବେଳେ ଆଜି ରବିବାର ଦିନ ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଅପରାହ୍ନ ୧.୩୦ ରେ ଖେଳାଯିବ। ବିଶ୍ୱ କ୍ରିକେଟର ଦୁଇ ଶ୍ରେଷ୍ଠ ଦଳ ମଧ୍ୟ ଆଉ ଏକ ରୋମାଞ୍ଚକ ଲଢେଇ ଦେଖିବାକୁ ମିଳିବ । ମୁମ୍ବାଇରେ ପ୍ରଥମ …


ଆଜି ନିର୍ଣ୍ଣାୟକ ମ୍ୟାଚ ସିରିଜ଼ ଜିତିବା ଲକ୍ଷରେ ଭାରତ, ଦେଖନ୍ତୁ ଦୁଇ ଦଳର ଖେଳାଳି ତାଲିକା..

ସିରିଜ ୧-୧ ସମାନସ୍ତରରେ ଥିବା ବେଳେ ଆଜି ରବିବାର ଦିନ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ ଅପରାହ୍ନ ୧.୩୦ ରେ ଖେଳାଯିବ। ବିଶ୍ୱ କ୍ରିକେଟର ଦୁଇ ଶ୍ରେଷ୍ଠ ଦଳ ମଧ୍ୟ ଆଉ ଏକ ରୋମାଞ୍ଚକ ଲଢେଇ ଦେଖିବାକୁ ମିଳିବ ।

ଆଜି ନିର୍ଣ୍ଣାୟକ ମ୍ୟାଚ ସିରିଜ଼ ଜିତିବା ଲକ୍ଷରେ ଭାରତ, ଦେଖନ୍ତୁ ଦୁଇ ଦଳର ଖେଳାଳି ତାଲିକା..

ମୁମ୍ବାଇରେ ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୭୪ଟି ବଲ୍‌ ବାକି ରଖି ୧୦ ଉଇକେଟରେ ଅତି ସହଜରେ ଭାରତକୁ ହରାଇଥିଲା। ତେବେ ରାଜକୋଟ୍‌ରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ୩୬ ରନରେ ବିଜୟ ହାସଲ କରିଥିଲା । ତେବେ ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ଦେଖନ୍ତୁ ଦୁଇ ଦଳର ଖେଳାଳି ତାଲିକା ।

ଆଜି ନିର୍ଣ୍ଣାୟକ ମ୍ୟାଚ ସିରିଜ଼ ଜିତିବା ଲକ୍ଷରେ ଭାରତ, ଦେଖନ୍ତୁ ଦୁଇ ଦଳର ଖେଳାଳି ତାଲିକା..

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାଓ୍ବନ, ଲୋକେଶ ରାହୁଲ, ଶ୍ରେୟାସ ଆୟାର, ମନୀଷ ପାଣ୍ଡେ, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଶିବମ ଦୁବେ,ନବଦୀପ ସଇନି,ମହମ୍ମଦ ସାମି, ଯଶପ୍ରୀତ ବୁମ୍‌ରା ଓ ଶାର୍ଦ୍ଦୂଳ ଠାକୁର ।

ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ୍‌ (ଅଧିନାୟକ), ଡେଭିଡ ଓ୍ବାର୍ନର, ଷ୍ଟିଭ ସ୍ମିଥ୍‌, ପିଟର ହ୍ୟାଣ୍ଡ୍ସକମ୍ବ, ମାର୍ନସ ଲାବୁସେନ, ଆଲେକ୍ସ କାରେ (ଉଇକେଟକିପର), ସିନ୍‌ ଆବୋଟ୍ଟ, ଆଷ୍ଟନ ଅଗର, ଜୋଶ ହାଜେଲଉଡ, କେନ ରିଚାର୍ଡସନ, ମିଚେଲ ଷ୍ଟାର୍କ, ଆଷ୍ଟନ ଟର୍ନର, ପାଟ୍ରିକ କୁମିନ୍ସ, ଓ ଆଡାମ ଜାମ୍ପା।