ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ମ୍ୟାଚ ରେ ଭଜିଙ୍କ ରେକର୍ଡ ଭାଙ୍ଗିଲେ କୁଲଦୀପ, ଦେଖନ୍ତୁ ପୁରା ତାଲିକା…

  1. Home
  2. ODI Cricket

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ମ୍ୟାଚ ରେ ଭଜିଙ୍କ ରେକର୍ଡ ଭାଙ୍ଗିଲେ କୁଲଦୀପ, ଦେଖନ୍ତୁ ପୁରା ତାଲିକା…

କୁଲଦୀପ ଯାଦବ ଭାରତୀୟ ସ୍ପିନର ଭାବେ ଦିନିକିଆରେ ୧୦୦ ଟି ଵିକେଟ ନେବାରେ ରେକର୍ଡ ସ୍ଥାପନ କରିଛନ୍ତି, ସେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ମ୍ୟାଚ ରେ ଅଷ୍ଟ୍ରେଲିଆର ଅଲେକ୍ସ କ୍ୟାରିଙ୍କୁ ଆଉଟ କରି ଏହି ମାଇଲଖୁଣ୍ଟି ଛୁଇଁ ଛନ୍ତି ଏବଂ ଏହା ସହ ସେ ଭାରତର ପୂର୍ବତମ ସ୍ପିନର ହରଭଞ୍ଜନ ସିଂ ଙ୍କ ଏହି ରେକର୍ଡ …


ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ମ୍ୟାଚ ରେ ଭଜିଙ୍କ ରେକର୍ଡ ଭାଙ୍ଗିଲେ କୁଲଦୀପ, ଦେଖନ୍ତୁ ପୁରା ତାଲିକା…

କୁଲଦୀପ ଯାଦବ ଭାରତୀୟ ସ୍ପିନର ଭାବେ ଦିନିକିଆରେ ୧୦୦ ଟି ଵିକେଟ ନେବାରେ ରେକର୍ଡ ସ୍ଥାପନ କରିଛନ୍ତି, ସେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ମ୍ୟାଚ ରେ ଅଷ୍ଟ୍ରେଲିଆର ଅଲେକ୍ସ କ୍ୟାରିଙ୍କୁ ଆଉଟ କରି ଏହି ମାଇଲଖୁଣ୍ଟି ଛୁଇଁ ଛନ୍ତି ଏବଂ ଏହା ସହ ସେ ଭାରତର ପୂର୍ବତମ ସ୍ପିନର ହରଭଞ୍ଜନ ସିଂ ଙ୍କ ଏହି ରେକର୍ଡ କୁ ନିଜ ନାମରେ କରିଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ମ୍ୟାଚ ରେ ଭଜିଙ୍କ ରେକର୍ଡ ଭାଙ୍ଗିଲେ କୁଲଦୀପ, ଦେଖନ୍ତୁ ପୁରା ତାଲିକା…

କୁଲଦୀପ ଯାଦବ ୫୮ ଟି ମ୍ୟାଚ ଖେଳି ୧୦୦ ଵିକେଟ ପୂରଣ କରିଥିଲେ କିନ୍ତୁ ହରଭଞ୍ଜନ ସିଂ ୧୦୦ ଵିକେଟ ନେବା ପାଇଁ ୭୬ ଟି ମ୍ୟାଚ ଖେଳିଥିଲେ । ଅନ୍ୟପକ୍ଷରେ କୁଲଦୀପ ଭାରତର ତୃତୀୟ ଦ୍ରୁତତମ ବୋଲର ଭାବେ ୧୦୦ ଟି ଵିକେଟ ହାସଲ କରିଥିଲେ ।

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ମ୍ୟାଚ ରେ ଭଜିଙ୍କ ରେକର୍ଡ ଭାଙ୍ଗିଲେ କୁଲଦୀପ, ଦେଖନ୍ତୁ ପୁରା ତାଲିକା…

ଏହି ତାଲିକାରେ ଷ୍ଟାର ବୋଲର ଯଶପ୍ରୀତ ବୁମରାହା ୫୭ ଟି ମ୍ୟାଚ ସହ ଦ୍ୱିତୀୟ ଥିବା ବେଳେ ମହମଦ ସାମୀ୫୬ ମ୍ୟାଚ ସହ ପ୍ରଥମ ସ୍ଥାନରେ ରହିଛନ୍ତି । କିନ୍ତୁ ଏହି ତାଲିକାରେ ଦ୍ରୁତତମ ଭାବରେ ଆଫଗାନିସ୍ତାନ ସ୍ପିନର ରସିଦ ଖାନ ଙ୍କ ନାମରେ ରହିଛି ସେ ୪୪ ଟି ମ୍ୟାଚ ଖେଳି ୧୦୦ ଟି ଵିକେଟ ହାସଲ କରିଥିଲେ ।